ବିଶ୍ୱସ୍ତରୀୟ ସ୍ୱପ୍ନକୁ ଝଟ୍‌କା : ଏମିତି ସୁରକ୍ଷିତ ବିମାନବନନ୍ଦର! ଛାତ ତଳେ ଚାଲିଗଲା ଜୀବନ

ଭୁବନେଶ୍ୱର:ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯେଉଁ ସ୍ବପ୍ନ ଦେଖୁଛନ୍ତି, ତାହାକୁ ଆଜି ଏକ ବଡ଼ ଝଟ୍‌କା ଲାଗିଛି। ୮୭‌ କୋଟି ଟଙ୍କା ବିନମୟରେ ବିମାନବନ୍ଦରର ଟର୍ମିନାଲ୍‌ ୧ ଓ ୨କୁ ସଂଯୋଗ କରିବା ପାଇଁ ନିର୍ମାଣ ହେଉଥିବା ସେତୁ ଆଜି ଭୁଶୁଡ଼ି ପଡ଼ିଛି। ଫଳରେ ବିଶ୍ୱସ୍ତରୀୟ ସ୍ଵପ୍ନ ଆଶା ଆଶଙ୍କାକୁ ଠେଲି ହୋଇଯାଇଛି। ବିମାନବନ୍ଦରର ଟର୍ମିନାଲ୍‌ ୧ରେ ଅନ୍ତର୍ଜାତୀୟସ୍ତରର ସୁବିଧା … Continue reading ବିଶ୍ୱସ୍ତରୀୟ ସ୍ୱପ୍ନକୁ ଝଟ୍‌କା : ଏମିତି ସୁରକ୍ଷିତ ବିମାନବନନ୍ଦର! ଛାତ ତଳେ ଚାଲିଗଲା ଜୀବନ